IAS Officer Dhiman Chakma
Advertisment
୪ବର୍ଷ ତଳେ IAS ପାଇଥିଲେ। ନୂଆ ନୂଆ ବନିଥିଲେ ଉପଜିଲ୍ଲାପାଳ। କିନ୍ତୁ ଲାଞ୍ଚ ମୋହ ଏମିତି ଘାରିଲା ଯେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଗିରଫ ହୋଇ ଜେଲ୍ ଯାଇଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଯୁବ IAS। ସରକାରୀ ବାସଭବନରୁ ବି ମିଳିଛି ଆଉ ୪୭ ଲକ୍ଷରୁ ଅଧିକ ନଗଦ ନୋଟ୍। ତେବେ ବାବୁଙ୍କ ଏତେବଡ଼ ଲାଞ୍ଚ କାରବାର କାହିଁକି ? କାହିଁକି କ୍ରସର୍ ମାଲିକ ଲାଞ୍ଚ ପାଇଁ କରିଥିଲେ ଡିଲ୍ ? ଏହି ଟଙ୍କା ନିଜ ପାଇଁ ନେଉଥିଲେ ନା ଏହାପଛରେ ଆଉ କିଏ ? ବଢ଼ିଛି ଚର୍ଚ୍ଚା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us