ସାର୍‌ ଯାଇଛନ୍ତି ଛୁଟିରେ... ୩ ଦିନ ବନ୍ଦ ରହିବ ସ୍କୁଲ । ବଡ଼ ବଡ଼ ଅକ୍ଷରରେ ଛାତ୍ରଛତ୍ରୀ  ଓ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି.... ଏତଦ୍‌ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତି କରାଇ ଦିଆଯାଉଛି ଯେ, ବିଦ୍ୟାଳୟର ସମସ୍ତ ଦୁଇଜଣ ଶିକ୍ଷକ ଛୁଟିରେ ଅନୁପସ୍ଥିତ ରହିବା ଯୋଗୁ ଆସନ୍ତା ତା’ ୭-୮-୨୦୨୪ ତାରିଖ ଠାରୁ ୯-୮-୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଶିକ୍ଷାଦାନ ବନ୍ଦ ରହିବ ।