Balasore-Student-In-Police-Station
Advertisment
ଥାନାକୁ ଧାଇଁ ଆସିଛନ୍ତି କୁନି କୁନି ପିଲା। ଟିକିନିକି ଜିନିଷ ବୁଲି ଦେଖୁଛନ୍ତି। ଖାକି ଡ୍ରେସ ପିନ୍ଧା ପୋଲିସ ବାବୁ, ହାଜତ, ହାତକଡ଼ି, ଯାହାକୁ ସେମାନେ ପଢ଼ା ବହି ଓ ଟିଭିରେ ଦେଖିଥିଲେ, ଏସବୁ ଜିନିଷ ତାଙ୍କ ଆଖି ସାମ୍ନାରେ। ଯାହା ତାଙ୍କୁ ନୂତନ ଅନୁଭବ ଦେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us