Emotional Farewell
Advertisment
ମୁଣ୍ଡରେ ପଗଡି ବେକରେ ଫୁଲମାଳ। ଗାଡିରେ ଛିଡାହୋଇ ହାତଯୋଡି ଗ୍ରାମବାସୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଛନ୍ତି ଜଣେ ମହିଳା। ପରେ ତାଙ୍କୁ କାନ୍ଧରେ ବସାଇ ପ୍ରୋସେସନ କରି ପୁରା ଗାଁ ବୁଲାଯାଉଛି। ଆପଣ ଭାବୁଥିବେ ଆମେ ବୋଧହୁଏ ଜଣେ ନେତ୍ରୀ କିମ୍ୱା ବିଧାୟିକାଙ୍କ କଥା କହୁଛୁ, ଯିଏ ନିଜ ନିର୍ବାଚନମଣ୍ଡଳୀକୁ ହୁଏତ ବୁଲିବାକୁ ଆସିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛନ୍ତି ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ । ଆଉ ତାଙ୍କର ଅବସରକାଳୀନ ବିଦାୟୀ ସମ୍ୱର୍ଦ୍ଧନା ପାଇଁ ଏତେ ଆୟୋଜନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us