Last updated: 20 February 2025, 07:13 PM IST
ମିଶନ ଶକ୍ତି ପାଇଁ କମ୍ପିଲା ଗୃହ l ଶାସକ ବିରୋଧୀ ମୁହାଁମୁହିଁ l BJD ଦେଲା ଖୋଲା ଚ୍ୟାଲେଞ୍ଜ l BJP ବି ରଖିଲା କଡ଼ା ଜବାବ l ମା' ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ପୂର୍ବ ସରକାର ପଦକ୍ଷେପ ନେଇଥିଲେ l ହେଲେ ଏବେ ସେମାନଙ୍କୁ ଭ୍ରମିତ କରାଯାଉଛି l ମହିଳାଙ୍କୁ ନେଇ ବିଜେଡି ରାଜନୀତି କରୁଥିବା ବିଜେପି କହୁଛି l ବିଜେଡି ଯଦି ଏମିତି ରାଜନୀତି କରିଥାନ୍ତା ତେଵେ ବିଜେପି କ୍ଷମତରେ ନଥାନ୍ତା l ଦେଢ଼ ଲକ୍ଷ୍ୟ ଇ.ସି ମହିଳାଙ୍କୁ ହଟାଇବା ପରିବର୍ତ୍ତେ ଆହୁରି ସଶକ୍ତ କରାଯାଉ l ନହେଲେ ବିଜେଡି ୩୧୪ ବ୍ଲକରେ ପ୍ରତିବାଦ କରିବ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି l