Advertisment

ଅଳିଆ ଗଦା ପାଲଟିବ ବ୍ୟାସନଗର !

ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ ।

Advertisment

ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ । ଦୀର୍ଘଦିନ ହେବ ଡ୍ରେନ ସଫା ନହେବାରୁ ଅଳିଆ ଜମା ହୋଇ ଡ୍ରେନ୍‌ରେ ଜଳ ନିଷ୍କାସନ ହେଉନାହିଁ, ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ ।

Advertisment
Waste Management
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ