DEATH
Advertisment
ଷ୍ଟେଜ୍ ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ। ବନ୍ଦ ଘରୁ ମିଳିଲା ମୃତଦେହ। ବାରିପଦା ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ। ବାରିପଦା ୨୩ ନମ୍ବର ୱାର୍ଡରେ ଏକ ଘରୁ ମିଳିଛି ଖୁଣ୍ଟା ଅଞ୍ଚଳର ସୋନାଲି ବାରିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ।