Advertisment

ଶ୍ରୀମନ୍ଦରକୁ ମାଡ଼ି ଆସୁଛି ବଡ଼ ବିପଦ?

ଚାରିଆଡେ ମେଘନାଦ ପାଚେରୀ। ପୁଳା ପୁଳା ପୋଲିସ। ପ୍ରତି ଦ୍ୱାର ମୁହଁରେ ପହରା ଦେଉଛନ୍ତି ସୁରକ୍ଷାକର୍ମୀ। ତଥାପି ଶ୍ରୀମନ୍ଦିର ସୁରକ୍ଷାରେ ଦେଖାଦେଉଛି ତ୍ରୁଟି। ବାରମ୍ବାର ମନ୍ଦିର ଭିତରକୁ ପଶୁଛି ହିଡେନ୍‌ କ୍ୟାମେରା। ଜଣଙ୍କ ପରେ ଜଣେ ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ନେଇ ଯିବାକୁ କରୁଛନ୍ତି ଉଦ୍ୟମ।

Jagannath Temple spy-camera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ