Advertisment

Spy Camera: କଳା ଚଷମାରେ କଳା ଠାକୁରଙ୍କୁ ଚୋରି ?

ମାଳ ମାଳ ପୋଲିସ। ଚାରିଆଡେ ସିସିଟିଭି। ଆଉ ପ୍ରତି ଦୁଆର ମୁହଁରେ କଡ଼ା ପହରା। ତନ୍ନ ତନ୍ନ କରି ହେଉଛି ଯାଞ୍ଚ। ପ୍ରତିଟି ବ୍ୟାଗ ପ୍ରତିଟ ପର୍ସର କରାଯାଉଛି ଚେକିଂ। କିଏ କ’ଣ ଆଣୁଛି କିଏ କ’ଣ ନେଉଛନ୍ତି ସବୁ କିଛି ଖୋଲି ଦେଖୁଛନ୍ତି ସୁରକ୍ଷାକର୍ମୀ। ସାଙ୍ଗରେ ପାଣି ବୋତଲଟେ ନେବା ବି କଷ୍ଟକର ହୋଇପଡୁଛି। ତଥାପି ସୁରକ୍ଷାକର୍ମୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଗଳି ଯାଉଛନ୍ତି ପର୍ଯ୍ୟଟକ।

ଅଦ୍ୟତନ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ