Advertisment

ଖୁବ୍ ଶୀଘ୍ର ରାଜ୍ୟ ଦେଖିବ ନୂଆ ପୋଲିସ ମୁଖିଆ

ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ.ଏମ. ନରବାଣେ ଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆଙ୍କୁ ସେମାନଙ୍କ ବାୟୋଡାଟା ଦେବାକୁ କହିଛି ରାଜ୍ୟ ପୋଲିସ ମୁଖ୍ୟାଳୟ।

Advertisment

ଖୁବ୍ ଶୀଘ୍ର ରାଜ୍ୟ ଦେଖିବ ନୂଆ ପୋଲିସ ମୁଖିଆ । ସ୍ଥାୟୀ ପୋଲିସ ଡିଜି ନିଯୁକ୍ତି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟ ପୋଲିସ ମୁଖ୍ୟାଳୟ ମାଗିଲା ୩ ବରିଷ୍ଠ IPS ଅଫିସରଙ୍କ ବାୟୋଡାଟା । ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ.ଏମ. ନରବାଣେ ଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆଙ୍କୁ ସେମାନଙ୍କ ବାୟୋଡାଟା ଦେବାକୁ କହିଛି ରାଜ୍ୟ ପୋଲିସ ମୁଖ୍ୟାଳୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ