ଫୁଟିଛି ଛତୁ... ତୋଳୁଛି ଚାଷୀ... ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନେ ଯେଉଁ ଚାଷୀ ଚତୁ ଚାଷ ଆରମ୍ଭ କରିଥିଲା... ସେହି ଚାଷରୁ ସେ ଆଜି ଭଲ ଦୁଇ ପଇସା ରୋଜଗାର କରୁଛି ।