""
ଓଡିଶା Videos ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ, ଉଜାଡ଼ି ଦେଉଛି ଫସଲ ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ । ଧୀରେ ଧୀରେ ଛଡ଼ାଇ ନେଉଛି ବେଉସା । ଚାଷ କରି ଗରିବ ଚାଷୀଟିଏ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ସେ ଆଜି ମୁଣ୍ଡରେ ହାତ ଦେଇ ବସିଛି । 08 Sep 2024 11:01 ISTPallipuspa Samal Follow UsCement Factory Destroys CropsAdvertisment Read More Special Story