Advertisment

କେବେ ସରିବନି ଆମ ପ୍ରେମ

ଆଜି ଭାଲେଣ୍ଟରଇନ୍‌ ଡେ’ । ଆଉ ଇଏ ହେଉଛନ୍ତି ସେମିତି ଏକ ନିଆରା ପ୍ରେମ ପକ୍ଷୀ । ନା ଅକ୍ଷମତା ଏମାନଙ୍କୁ ଅଲଗା କରିପାରିଛି । ନା ଦୁର୍ଘଟଣା ପରସ୍ପରଠାରୁ ଦୂରେଇ ଦେଇପାରିଛି । ବରଂ ସବୁ କିଛି ବାଧାବିଘ୍ନ ଏମାନଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଛି । ଜଣେ ଅନ୍ୟ ଜଣକ କେବଳ ଜୀବନ ସାଥୀ ନୁହେଁ, ପାଲଟି ଯାଇଛନ୍ତି ସବୁକିଛି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ