By: Pallipuspa Samal
Last updated: 11 September 2024, 09:46 AM IST
ବାପା ମାଙ୍କୁ ହରାଇ ସେ ଏବେ ଅସହାୟ ଯମୁନା। ଦେଢବର୍ଷର ହୋଇଥିଲା ମାଆ ପରପୁରଷ ପ୍ରେମରେ ପାଗଳ ହୋଇ ଘର ଛାଡି ପଳାଇଲା। ବାପା ସାପ କାମୁଡାରେ ଚାଲିଗଲେ। ଏବେ କୁନିଝିଅର ସାହା କିଏ ହେବ ?