Advertisment

ସ୍କୁଲ ଗାଡି ଜମା ଘୁଞ୍ଚୁନି

ସକାଳୁ  ଉଠି ସ୍କୁଲ ଯାଇଥିଲେ, ପାଠ ପଢି ଘରକୁ ଫେରିବେ କଣ ଅଧାବାଟରେ ଅଟକିଛନ୍ତି । ଭୋକରେ ପେଟ ଆଉଟୁ ପାଉଟୁ ହେଲାଣି । ଘରେ ଗଲେ ଜଲଦି ଖାଇବେ କଣ ସ୍କୁଲ ଗାଡି ଜମା ଘୁଞ୍ଚୁନି । ସ୍କୁଲ ୟୁନିଫର୍ମ ପିନ୍ଧି ସ୍କୁଲ ଗାଡି କୁ ଟାଣୁଛନ୍ତି ପିଲାମାନେ । ଗାଡି ଆଗକୁ ଗଡୁଛି ନା ପଛକୁ   କାଦୁଅ ପଚ ପଚ ରାସ୍ତା ପାଇଁ ସ୍କୁଲ ଭ୍ୟାନ ଅଟକି ଯାଇଛି ,ଆଉ ସ୍କୁଲ ପିଲାମାନଙ୍କ ସହ ଶ୍ରେଣୀ ଶିକ୍ଷକ ଭ୍ୟାନକୁ ରଶି ଲଗାଇ ଭିଡୁଛନ୍ତି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ