By: Pallipuspa Samal
Last updated: 05 October 2024, 02:17 PM IST
ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ। ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି। ଆଉ ଏ ପଟୁଆର ଯାଉଛି ସେଇ ବରଗଛ ମୂଳକୁ ଯେଉଁଠୁ ସଂଗ୍ରହ ହେବ ଦିବ୍ୟ ବିଭୂତି। ଯାହା ଅସାଧ୍ୟ ସାଧନ କରିବ। ଦେଖନ୍ତୁ ଦୃଶ୍ୟ ।