""
ଓଡିଶା Videos ଡେସ୍କରେ ବସି ଏକ୍ସରସାଇଜ୍ ଡେସ୍କ ଉପରେ ପଢା ବହି ସବୁ ଥୁଆ ହୋଇଛି । ଆଉ ଏ ସ୍କୁଲ ଡ୍ରେସରୁ ଆପଣ ନିଶ୍ଚିତ ଜାଣି ପାରୁଥିବେ ଯେ, ଇଏ ଜଣେ ସ୍କୁଲ ଛାତ୍ର। ହେଲେ ତାଙ୍କ ଏ ପାଠପଢା ଟେବୁଲଟି ସାଧାରଣ ନୁହେଁ। କାରଣ ଏ ଡେକ୍ସ ଉପରେ ବ୍ୟାୟାମ କରିବା ଲାଗି କିଛି ବ୍ୟବସ୍ଥା ହୋଇଛି। 03 Oct 2024 10:33 ISTPallipuspa Samal Follow UsStudy Desk into Workout StationAdvertisment Read More Special Story