Driverless Car
Advertisment
ବଜାରକୁ ଆସିବକୁ ଯାଉଛି ରୋବର୍ଟିକ୍ କାର୍ । ଗାଡ଼ି ଚାଲିବ ହେଲେ ଚଳାଇବାକୁ ଡ୍ରାଇଭର ରହିବନି। ଅର୍ଥାତ୍ ବିନା ଚାଳକରେ କାର୍ ଚାଲିବ । ଆପଣ ଦେଖୁଥିବା ଏହି କାର୍ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଯାହାର ନାଁ ‘ସାଇବରକ୍ୟାବ’ ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us