""
ଓଡିଶା Videos ପିଲା ପିନ୍ଧିବେ ନୂଆ ୟୁନିଫର୍ମ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପିନ୍ଧିବେ ନୂଆ ୟୁନିଫର୍ମ । ଆଉ ପିନ୍ଧିବେନି ସବୁଜ ରଙ୍ଗର ପୋଷାକ । ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । 03 Oct 2024 08:52 ISTPallipuspa Samal Follow UsNew UniformsAdvertisment Read More Special Story