""
ଓଡିଶା Videos ଫ୍ୟାନରେ ଝୁଲୁଛି ଲକ୍ଷ୍ମୀପ୍ରିୟା ଏ ଫଟୋ ଯେମିତି ଆଜିବି କଥା କହୁଛି । ହେଲେ ନିରବୀ ଯାଇଛନ୍ତି ଏ ନବବଧୂ । କଥାରେ ଅଛି ପରା ବାପ ଘରୁ ସବାରୀ ଉଠେ... ଆଉ ଶାଶୂ ଘରୁ କୋକେଇ । ଆଉ ସେହି କଥା ଏତେ ଜଳଦି ହେବ କାହାକୁ ବି ଜଣା ନଥିଲା । ବାହାଘରର ମାତ୍ର ୨ମାସ ପରେ ଫ୍ୟାନ୍ରେ ଝୁଲି ସବୁଦିନ ପାଇଁ ଶୋଇ ଯାଇଛନ୍ତି ଲକ୍ଷ୍ମୀପ୍ରିୟା ସେଠୀ 04 Sep 2024 13:13 ISTPallipuspa Samal Follow UsNew Bride in Soro Found DeadAdvertisment Read More Special Story