""
ଓଡିଶା Videos ଭାରି ସୁନ୍ଦର ଭିତର ଅନ୍ଧାର ବାହାର ଚକ୍ ଚକ୍ ହେଲେ ଭିତର ଫମ୍ପା। ଏ ହେଉଛି ଯାଜପୁରର ପୁରାତନ କଲେଜ ନରସିଂହ ଚୌଧୁରୀ ମହାବିଦ୍ୟାଳୟ। ଥରେ ଭଲ କରି ନଜର ପକାନ୍ତୁ, ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି। ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ। ଯେଉଁଥିପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଦ୍ୟାର୍ଥି। 30 Sep 2024 15:33 ISTPallipuspa Samal Follow UsJajpur’s NC CollegeAdvertisment Read More Special Story