ମୁଣ୍ଡ କଚାଡି କାନ୍ଦୁଛି ଜନ୍ମକଲା ମା’ । ମଝିରେ ମଝିରେ ଚେତା ମଧ୍ୟ ଚାଲିଯାଉଛି । ଆଉ କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର । ପୁଅର ପସନ୍ଦର ଖାଦ୍ୟ ଆରିସା ପିଠା ରହିଛି ମୁଣ୍ଡ ପାଖରେ । ଯେମିତି ପାଗେଳୀ ହୋଇ ମା ଏବଂ ବଡ଼ମାଆ ପୁଅ ଶବକୁ ମ୍ୟାଗୀ ଖୁଆଉଛନ୍ତି ।