Advertisment

କୋମାରୁ ଉଠୁନି IMD କୋଠା, ୫ ବର୍ଷ ହେଲା ନେଉଛି ଧୀର ନିଃଶ୍ୱାସ

ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍‌ କାର୍ଯ୍ୟକ୍ଷ୍ୟମ ହୋଇପାରୁ ନାହିଁ । ସେହିପରି ଇଏ ହେଉଛି ବାଲେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରର ଚିତ୍ର ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ