""
ଓଡିଶା Videos ଶବ କହୁଛି ମୋ ବାପା କିଏ ? ହସ୍ପିଟାଲ ବେଡ୍ରେ ପୁଅ ମରିକି ପଡ଼ିଛି । ଆଉ ଏ ମା’ ତାକୁ ଜନ୍ମ ଦେଇ କେମିତି ଅବା କୋହ ସମ୍ଭାଳିବ । ସେଇଥିପାଇଁ ତ ବାରମ୍ବାର ମୁର୍ଚ୍ଛା ଯାଉଛି । ଯେତେ ଯିଏ ଡାକିଲେବି ନା କିଛି କହି ପରୁଛି । ନା ତା’ ମଲାପୁଅର ମୁହଁକୁ ଅନାଇ ପାରୁଛି । ଖାଲି ଘଡିକେ ଘଡିଏ ମୁର୍ଚ୍ଛା ଯାଉଛି । 02 Sep 2024 11:03 ISTPallipuspa Samal Follow UsDispute Erupts Over Deceased Minor Boy'sAdvertisment Read More Special Story