Advertisment

ଭାରତ ବଜାରରେ ବିକ୍ରି ହେବନି ଡିଜେଲ୍ କାର୍‌ !

ଭାରତରେ ଆଉ ବିକ୍ରି ହେବନି ଡିଜେଲ୍ କାର । ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯାନବାହନ ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ବଢ଼ିବା କାରଣରୁ ଡିଜେଲ୍ କାର ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଏନର୍ଜି ଟ୍ରାଞ୍ଜିସନ୍‌ ଆଡଭାଇଜରୀ କମିଟି ୨୦୨୭ ସୁଦ୍ଧା ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ