""
ଓଡିଶା Videos ପୂଜା ପାଉଛନ୍ତି ପଥର କାଳୀ ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା ପାଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । 07 Nov 2024 11:18 IST ଅଦ୍ୟତନ ହୋଇଛି07 Nov 2024 11:30 ISTPallipuspa Samal Follow UsSpecial Story: Devotees Arrive in Large Numbers to Get a Glimpse of Maa Dakineswar Pathara KaliAdvertisment Read More Kali Puja Special Story