By: Swadesi Megha Mallhar Prusty
Last updated: 02 August 2024, 01:02 PM IST
ନଦୀରେ ଭରି ରହିଥିଲା ଅକାତ କାତ ବଢିପାଣି। ଏହି ସମୟରେ ଭାସିଆସିଥିଲେ ଜଣେ ମହିଳା। ପାଦରେ ତାଙ୍କ ଶିକୁଳି ପଡିଥିଲା। ପାଖାପାଖି ୫୦ କିମି ସେ ନଦୀ ଜଳରେ ଭାସି ଆସିଥିଲେ। ଦେଖନ୍ତୁ ଏହି ରିପୋର୍ଟ ।