By: Swadesi Megha Mallhar Prusty
Last updated: 21 August 2024, 11:07 AM IST
ବାପା ମାଆଙ୍କୁ ଏକାଠି କରିବାକୁ ପୁଅର ଏ ପ୍ରୟାସ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ସେ ହାତଯୋଡି କରୁଛି ଆକୁଳ ନିବେଦନ। ଦୟାକରି ମୋ ବାପାଙ୍କୁ ଫେରାଇ ଆଣ...ତାଙ୍କ କଥା ମୋର ବହୁତ ମନେ ପଡୁଛି...। ଥରେ ଦେଖନ୍ତୁ ଏହି ଭିଡ଼ିଓ....