""
ଓଡିଶା Videos ମୋ ମାଙ୍କୁ ଭଲ କରିଦିଅ ଦଇବ ଦାଉ ସାଧିଛି। ୯ବର୍ଷର କୁନିଝିଅର ଗୋଟିଏ ମାତ୍ର ସାହା ଭରସା, ତା ମାଆ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଆଉ ମାଆକୁ ବଞ୍ଚାଇ ରଖିବା ପାଇଁ ପାଠ ପଢା ଛାଡ଼ିଦେଇଛି ଏହି କୁନିଝିଅ। 16 Sep 2024 12:00 ISTPallipuspa Samal Follow Us9-Year-Old GirlAdvertisment Read More Special Story