By: Pallipuspa Samal
Last updated: 29 October 2024, 05:26 PM IST
୧୯୯୯ ମହାବାତ୍ୟା... ଆଜିକୁ ପୂରିଲା ଠିକ୍ ୨୫ ବର୍ଷ । ସେଦିନ ଥିଲା ଅକ୍ଟୋବର ୨୯ ତରିଖ, ଶୁକ୍ରବାର... ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ... ଆଉ ତା' ପରେ...