Farmer's Protest
Advertisment
ଆଖି ନୁହେଁ ଛାତି ଭିତରୁ କାନ୍ଦୁଛି ଚାଷୀ । ଗଜା ହେଉଛି ବସ୍ତା ବସ୍ତା ଧାନ । ପ୍ରଶାସନ ଉପରେ ପଡୁନି ଫରକ୍ । ସୋନପୁର ଜିଲ୍ଳାର ଚାଷୀ ମାନଙ୍କର ଅଭିନବ ଆନ୍ଦୋଳନ କରିଛନ୍ତି । ମୁଣ୍ଡ ଉପରେ ଗଜା ହୋଇଥିବା ଧାନବସ୍ତା । ତୁଣ୍ଡରେ ପ୍ରଶାସନ ବିରୋଧୀ ଶ୍ଳୋଗାନ । ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀ ଭିତରକୁ ଧସେଇ ପଶିଲେ ଚାଷୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us