Snake-Like Behavior
Advertisment
ଏ ବିଶ୍ୱାସ ନା ଅନ୍ଧବିଶ୍ୱାସ ? ନା କେବଳ ଏ ସବୁ ନାଟକ ? ସାପକୁ ମାଡ଼ ହେଲେ କେମିତି ପଡ଼ୁଛି ଝିଅ ଦେହରେ ଦାଗ ? ଝିଅ ଚିତ୍କାର କରୁଛି, ଘରୁ ନାଗକୁ ନବାହାର କରିବାକୁ କାକୁତିମିନତି ହେଉଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଗାଁ ଦଣ୍ଡଟାରେ ଗଡ଼ି ସାପ ପରି ଗର୍ଜ୍ଜନ କରୁଛି ଝିଅ । ସତ ମିଛ କ’ଣ ଜାଣିବା ପୂର୍ବରୁ ଘଟଣାର ପୂରା କାହାଣୀ କହିଛି ପରିବାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us