Smart Meter
Advertisment
ସ୍ମାର୍ଟ ମିଟରକୁ ଚାଷୀଙ୍କ ବିରୋଧ। ବରଗଡ଼ ଜିଲ୍ଲାରେ ପ୍ରବଳ ଅସନ୍ତୋଷ। ଘରୁ ଓ ଜମିରେ ଲାଗିଥିବା ସ୍ମାର୍ଟ ମିଟରକୁ ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ି ପ୍ରତିବାଦ କରିଛନ୍ତି ଚାଷୀ। ଅଭିଯୋଗ କରିଛନ୍ତି, ସ୍ମାର୍ଟ ମିଟର ନାଁରେ ଚାଷୀଙ୍କୁ ଶୋଷଣ କରୁଛି ଟାଟା ପାୱାର୍। ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ଶକ୍ତିମନ୍ତ୍ରୀ କହିଛନ୍ତି, କିଛିଲୋକ ସ୍ମାର୍ଟ ମିଟର ନେଇ ଅପପ୍ରଚାର କରୁଛନ୍ତି। ସେପଟେ ସ୍ମାର୍ଟ ମିଟର ଯୋଗୁଁ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାୱା ପାୱାର୍ କର୍ତ୍ତୃପକ୍ଷ।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us