Shimilipal Tiger
Advertisment
ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ । ୪୬ ଘଣ୍ଟାର ଯାତ୍ରାପରେ ବି ସଫ୍ଟ ଏନ୍କ୍ଲୋଜରରେ ଚଳଚଞ୍ଚଳ ଅଛି ୩ ବର୍ଷୀୟା ବାଘୁଣୀ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଓ ଶିମିଳିପାଳ ପରିବେଶ ଏକା ପ୍ରକାର ଥିବାରୁ ନୂଆ ବାଘୁଣୀର ରହିବା ପାଇଁ ସମସ୍ୟା ହେବନି । ତେବେ ଦୁଇ ବାଘୁଣୀ ଗାଁମୁହାଁ ହେବାର ଆଶଙ୍କା ଥିବାରୁ ମନିଟରିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us