Shocking Protest
Advertisment
ପରିସ୍ରା କରି ପ୍ରତିବାଦ । ଶୁଣିବାକୁ ଅଖାଡୁଆ ଲାଗୁଥିଲେ ବି ବିକ୍ଷୋଭର ଏଭଳି ଭିନ୍ନ ଶୈଳୀ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଦାବି ପୂରଣ ନେଇ ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us