Advertisment

ସାର୍‌ ମାରୁଥିଲେ ଦେହରେ ହାତ !

ଇଏ ହେଉଛନ୍ତି ରସିକିଆ ମାଷ୍ଟର କରୁଣାକର ଗିରି । ପାଠ କମ୍ କିନ୍ତୁ ରସ ଅଧିକା । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଏଠିକାର ଅଭିଭାବକ । ସାର୍‌ କୁନି କୁନି ଛାତ୍ରୀଙ୍କ ଉପରେ ଖରାପ ନଜର ରଖୁଥିଲେ ।

author-image
Tapaswini Nayak
ଅଦ୍ୟତନ ହୋଇଛି

Balasore
Advertisment
Advertisment