Advertisment

ଖରା ସହ ବଢୁଛି ଜଳ ଯାତନା

ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।

Advertisment

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଖରା ବଢିବା ସହ ବଢିଲାଣି ପାଣି ଚିନ୍ତା । କେଉଁଠି ନଳକୂପ ନାହିଁ ତ ଆଉ କେଉଁଠି ବ୍ୟବହାର ଯୋଗ୍ୟ ପାଣି ଆସୁନି । ଏଭଳି ସ୍ଥଳେ ଗାଁ ଲୋକଙ୍କୁ ପାଣି ଟିକିଏ ପାଇଁ ପାହାଡ ଚଢିବାକୁ ପଡୁଛି । ଝରଣା ଓ ଚୁଆରୁ ପାଣି ଛାଣି ଆଣିଲେ ଶୋଷ ମେଣ୍ଟୁଛି । ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଏବେଠୁ ଜଳ ସଂକଟ ଉତ୍କଟ ହେଲାଣି ।

Advertisment
Gajapati Water Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ