Advertisment

ମନରୁ ଲିଭୁନି ସେହି କଳାରାତି

ସୋମବାର ସକାଳେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ଗୋଟି ଗୋଟି କରି ବଖାଣିଛନ୍ତି।

Advertisment

ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ । ସୋମବାର ସକାଳେ ନିଖୋଜ ବିଜେପି ନେତ୍ରୀ ଇତିଶ୍ରୀଙ୍କ ଦୁଇ ଭଉଣୀ ମଂଜୁଲତା ଦେଓ ,ଝରଣା ମହାପାତ୍ର ଏବଂ ଦୁଇ ଝିଆରୀ ଜାନି ଓ ଗୁନି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେଦିନର ସେହି ଛାତିଥରା ଘଟଣାକୁ ଗୋଟି ଗୋଟି କରି ବଖାଣିଛନ୍ତି।

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ