SCHOOL SHUT
Advertisment
ବୈତରଣୀରେ ବନ୍ୟା ପାଇଁ ସ୍କୁଲ ଛୁଟି। ଭଦ୍ରକ ଧାମନଗରରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ୨ ଦିନ ବନ୍ଦ ରହିବ । ବନ୍ୟା ସ୍ଥିତିକୁ ଦେଖି ସୋମବାର ଓ ମଙ୍ଗଳବାର ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।