Advertisment

ଏସସିବି ମେଡିକାଲରେ ମିଳୁନି ବ୍ୟାଟେରି ଗାଡ଼ି

ଏସସିବି ମେଡିକାଲରେ ଅବହେଳା ଓ ଅବ୍ୟବସ୍ଥାର ଆଉ ଏକ ଚିତ୍ର। ରାଜ୍ୟର ୧ ନମ୍ବର ହସ୍ପିଟାଲ କୁହାଯାଉଥିବା SCB ମେଡିକାଲରେ ରୋଗୀଙ୍କୁ ଗୋଟିଏ ୱାର୍ଡରୁ ଆଉ ଗୋଟିଏ ୱାର୍ଡକୁ ନେବା ଆଣିବା ପାଇଁ ଠିକ୍ ସମୟରେ ବ୍ୟାଟେରି ଗାଡ଼ିଟିଏ ପାଉନାହାନ୍ତି ଆଟେଣ୍ଡାଣ୍ଟ୍। ଫଳରେ କିଏ ଷ୍ଟ୍ରେଚରରେ ନଚେତ୍ ହ୍ବିଲଚେୟାରରେ ବୁହା ହେଉଛି, ଆଉ କିଏ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ପଡ଼ିରହି ଛଟପଟ ହେଉଛି !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ