Advertisment

୭ଶହ ଟଙ୍କିଆ ରଜ ପାନ

୭ଶହ_ଟଙ୍କିଆ_ରଜ_ପାନ ରଜ ପାନ ପାଇଁ ସାରୁଅ ବଜାର ଭିଡ । ପାନ ଖଣ୍ଡକୁ ୧୫ ଟଙ୍କାରୁ ୭୦୦ ଟଙ୍କା । - ରଜ ପାଇଁ ସାରା ରାଜ୍ଯ ଉତ୍ସବ ମୁଖର। ସହର ଠାରୁ ପଲ୍ଲୀ ରଜ ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି । ତେବେ ଖୋର୍ଦ୍ଧାଜିଲାର ସାରୁଅ ବଜାର ରଜ ପାନ ପାଇଁ ବେଶ ପରିଚିତ ହୋଇଛି ।

Advertisment

୭ଶହ_ଟଙ୍କିଆ_ରଜ_ପାନ
ରଜ ପାନ ପାଇଁ ସାରୁଅ ବଜାର ଭିଡ । ପାନ ଖଣ୍ଡକୁ ୧୫ ଟଙ୍କାରୁ ୭୦୦ ଟଙ୍କା । - ରଜ ପାଇଁ ସାରା ରାଜ୍ଯ ଉତ୍ସବ ମୁଖର।  ସହର ଠାରୁ ପଲ୍ଲୀ ରଜ ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି । ତେବେ ଖୋର୍ଦ୍ଧାଜିଲାର ସାରୁଅ ବଜାର ରଜ ପାନ ପାଇଁ ବେଶ ପରିଚିତ ହୋଇଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ