ସରପଞ୍ଚ ହେବ ତ ଏମିତି
Advertisment
ଜୀବନ ଆଉ କ’ଣ କି... ନିଜେ ହସି, ଅନ୍ୟ ଓଠରେ ହସ ଫୁଟାଇବା ମାନେ ତ ହିଁ ଜୀବନ । ଆଉ ଏ ଧାରାର ଖୁବ୍ ଆଗରେ ଅଛନ୍ତି ମହିଳା ସରପଞ୍ଚ ସୁମି ହାଁସଦା । ଏମିତି କହିବାକୁ ଗଲେ ସେ ପଞ୍ଚାୟତର ମୁଖିଆ ସତ ହେଲେ ସମସ୍ତଙ୍କ ପାଇଁ ମା’ । ଆଉ ଗରିବଙ୍କ ପାଇଁ ସେ ସାଜିଛନ୍ତି ଦେବୀ । ତାଙ୍କରି ଛୋଟିଆ ପ୍ରୟାସଟିଏ ଅନ୍ୟ ପାଇଁ ସାଜିଛି ସାହାରା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us