ଅଦ୍ୟତନ ହୋଇଛି
Sakila Begam
Advertisment
ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍ । ଅଧାରେ ରହିଗଲା ଚାକିରି ସ୍ୱପ୍ନ । ବେକାରୀ ହୋଇଗଲା ଶିକ୍ଷିତ ଝିଅ । ଭରସା ଭାଙ୍ଗିଗଲା, ବିଶ୍ୱାସ ତୁଟିଗଲା । ଅପେକ୍ଷାରେ ବିତିଗଲା ୩୫ ବର୍ଷ । ଚାକିରି ବୟସ ବି ଗଡ଼ିଗଲାଣି, ସ୍ୱପ୍ନ ମଉଳି ଗଲାଣି । ଦିନେ ଏକ ପରୀକ୍ଷା ପାଇଁ ଡିଆଇ ଅଫିସରେ ନିଜ ଅରିଜିନାଲ ସାର୍ଟିଫିକେଟ୍ ଜମା କରିଥିଲେ । ହେଲେ ପାଠୁଆ ଝିଅକୁ ଆମ ବ୍ୟବସ୍ଥା ସଜେଇଦେଲା ବେକାରୀ । ଏହି ମହିଳା ହେଲେ ସକିଲା ବେଗମ ଏବଂ ଘର କୁଚିଣ୍ଡା ଅଞ୍ଚଳରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us