Advertisment

Video: ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।

Advertisment

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବୀମାରାଶି ସହ ଏସଡିଆରଏଫ୍ ଫଣ୍ଡରୁ ସର୍ବସ୍ବାନ୍ତ ଚାଷୀଙ୍କୁ ସହାୟତା ଦେବାକୁ ବଡ଼ ଘୋଷଣା ବି କଲେ। ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଏ ବାବଦରେ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ କହିଛନ୍ତି ସିଏମ୍। ତାସତ୍ତ୍ବେ ବିରୋଧୀ କିନ୍ତୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଓ ଅଧିକ ସହାୟତା ରାଶି ଦାବି କରୁଛନ୍ତି। ସେପଟେ ଉଜୁଡା କ୍ଷେତ ଦେଖି ଆଜି ପୁଣି ଯାଇଛି ଦୁଇ ଅନ୍ନଦାତାଙ୍କ ଜୀବନ ।

Advertisment
Odisha Farmers Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ