Advertisment

ଆଳୁର ଦାମ୍ ଏବେ ବି ଖସୁନି

ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି । ବିବାଦ ତୁଟିବା ପରେ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସି ଓଡ଼ିଶା ମାର୍କେଟରେ ମହଜୁଦ୍ ରହିଛି । ମନ୍ତ୍ରୀ ବି କହୁଛନ୍ତି କିଲୋ ପିଛା ୧୫-୨୦ ଟଙ୍କାରେ ମିଳୁଛି । କିନ୍ତୁ ବାସ୍ତବଚିତ୍ର ପୁରା ଓଲଟା । ରାଜଧାନୀରୁ ରାଜ୍ୟବ୍ୟାପି ଆଳୁ କିଲୋ ୩୦-୩୫କୁ ଖସୁନି । ଖାଲି ଆଳୁ ନୁହଁ, ପିଆଜ, ଅଦା, ରସୁଣ ସହ ଖାଇବା ତେଲରେ ଦରବୃଦ୍ଧିର ନିଆଁ ଲାଗିଛି ଓଡ଼ିଶାର ହାଟ ବଜାରରେ ।...

Potato Price Potato Price In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ