Advertisment

ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ?

ଥମୁନି ଛୁଆ ଚୋରି ଓ ଶିଶୁ ନିଖୋଜ ଘଟଣା । ସପ୍ତାହକ ତଳେ ରାଜଧାନୀ, ଦୁଇଦିନ ତଳେ ମୟୂରଭଞ୍ଜ ଠାକୁରମୁଣ୍ଡା ପରେ.. ଏପଟେ ପୁରୀ ଡେଲାଙ୍ଗରେ ଛୁଆ ନିଖୋଜ ଘଟଣା ନେଇ ରାଜ୍ୟବ୍ୟାପୀ ହଇଚଇ । ତେବେ ରାଜଧାନୀ ଘଟଣା ଭଳି ଠାକୁରମୁଣ୍ଡା ମାମଲାରେ ଛୁଆ ଉଦ୍ଧାର ହୋଇଥିଲେ ବି ଡେଲାଙ୍ଗ ଘଟଣା ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି।

ଅଦ୍ୟତନ ହୋଇଛି

Child Theft In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ