ପୂରା ହେବ ରିଂ ରୋଡ୍ ସ୍ୱପ୍ନ !
Advertisment
ବଦଳିଯିବ ରାଜଧାନୀର ରୂପରେଖ, ଦୂର ହେବ ଟ୍ରାଫିକ ଯନ୍ତ୍ରଣା । ସେଥିପାଇଁ ସହରରେ ଏକାଧିକ ସଡ଼କ, ରୋଡ୍ ଓଭର ବ୍ରିଜ୍ ଓ ରିଂ ରୋଡ ନିର୍ମାଣ ପାଇଁ ଯୋଜନା ରଖିଛନ୍ତି ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଉପସ୍ଥାପନ କରିଛନ୍ତି ଦୁଇ ପ୍ରମୁଖ ବିଭାଗ, ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ ବିଭାଗ । ଅର୍ବାନ୍ ପ୍ଲାନର ଏହାକୁ ସ୍ବାଗତ କରିଥିବାବେଳେ ଗ୍ରାଉଣ୍ଡ ଜିରୋରୁ ବି ଆସିଛି ବାସ୍ତବ ଚିତ୍ର । ଏସବୁ ଭିତରେ ଭୁବନେଶ୍ବରରେ ଖୁବଶୀଘ୍ର ଡବଲ ଡେକର ଇ-ବସ୍ ଚଳାଇବାକୁ ବି ନିଷ୍ପତ୍ତି ନେଇଛନ୍ତି ସରକାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us