Advertisment

ଖୋଲୁଛି KIITର ପୁରୁଣା ଲଫାପା

ଏବେ ନେପାଳର ଜଣେ ବିଟେକ୍‌ର ୩ୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ସବୁ ସତ ଧୀରେ ଧୀରେ ପଦାକୁ ଆସୁଛି । ଆଉ ନେପାଳୀ ଛାତ୍ରୀଙ୍କ ମୁତ୍ୟୁ ହେବା ପରେ କଟକରୁ ଟ୍ରେନ୍‌ ଯୋଗେ ସ୍ୱଦେଶ ଫେରିଛନ୍ତି ସମସ୍ତ ନେପାଳ ଛାତ୍ରଛାତ୍ରୀ ।

Advertisment

ଖୋଲୁଛି KIITର ପୁରୁଣା ଲଫାପା । ଅତୀତରେ ପୁଳାପୁଳା କଳଙ୍କର ଦାଗ । ପୂର୍ବରୁ ବି ଯାଇଛି ଛାତ୍ରୀଙ୍କ ଜୀବନ । ନିଶା ଓ ପ୍ରେମରୁ ହୋଇଛି ମୃତ୍ୟୁ । ୨୦୨୩ ଘଟଣାର ପୁନଃରାବୃତ୍ତି କଲା କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲଜି । ସେଦିନ ବି ଅକାଳରେ ଝଡ଼ି ପଡ଼ିଥିଲା ଜଣେ ଛାତ୍ରୀଙ୍କ ଜୀବନ । କିଟରେ ପଢ଼ୁଥିଲେ ଜଣେ ଉତ୍ତରପ୍ରଦେଶ ଛାତ୍ରୀ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ତଦନ୍ତ ଆଗକୁ ବଢ଼ିବା ପରିବର୍ତ୍ତେ ଚାପି ଦିଆଯାଇଥିଲା ମାମଲାକୁ । ହେଲେ ଏବେ ନେପାଳର ଜଣେ ବିଟେକ୍‌ର ୩ୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ସବୁ ସତ ଧୀରେ ଧୀରେ ପଦାକୁ ଆସୁଛି । ଆଉ ନେପାଳୀ ଛାତ୍ରୀଙ୍କ ମୁତ୍ୟୁ ହେବା ପରେ କଟକରୁ ଟ୍ରେନ୍‌ ଯୋଗେ ସ୍ୱଦେଶ ଫେରିଛନ୍ତି ସମସ୍ତ ନେପାଳ ଛାତ୍ରଛାତ୍ରୀ ।

Advertisment
Bhubaneswar KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ