Advertisment

ନିଜେ ପଢୁଥିବା ସ୍କୁଲ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

କ୍ଲାସରୁମରେ ମନ୍ତ୍ରୀ। ପିଲାଙ୍କ ଗହଣରେ ବସିଲେ, ପାଠପଢ଼ାର ଅନୁଧ୍ୟାନ କଲେ। ଶିକ୍ଷକ ଭଳି ପାଠ ବି ପଢ଼ାଇଲେ। ଯେଉଁ ସ୍କୁଲରେ ଦିନେ ପଢୁଥିଲେ ସେଇ ସ୍କୁଲରେ ପହଞ୍ଚିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ତାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା।

Advertisment

କ୍ଲାସରୁମରେ ମନ୍ତ୍ରୀ। ପିଲାଙ୍କ ଗହଣରେ ବସିଲେ, ପାଠପଢ଼ାର ଅନୁଧ୍ୟାନ କଲେ। ଶିକ୍ଷକ ଭଳି ପାଠ ବି ପଢ଼ାଇଲେ। ଯେଉଁ ସ୍କୁଲରେ ଦିନେ ପଢୁଥିଲେ ସେଇ ସ୍କୁଲରେ ପହଞ୍ଚିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ତାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସରକାରୀ ସ୍କୁଲକୁ ପରିଦର୍ଶନରେ ଯାଇଥିଲେ ରାଜସ୍ବ ମନ୍ତ୍ରୀ। ସେଇଠି କ୍ଲାସରୁମରେ ପିଲାଙ୍କ ଗହଣରେ ବସିଥିଲେ। ପାଠପଢ଼ାର ଅନୁଧ୍ୟାନ କରିବା ସହ ପିଲାଙ୍କୁ ବି ପଢ଼ାଇଥିଲେ। 

Advertisment
Sambalpur Suresh Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ