Advertisment

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି

ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଏବେ ଖୋଲାଯାଉଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଚାଲିଛି ଆଗୁଆ ପ୍ରସ୍ତୁତି।

Advertisment

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରେ ଯେଉଁଠି ଦିନେ ଲହଡ଼ି ଭାଙ୍ଗୁଥିଲା ଜନ ସମୁଦ୍ର, ସେଇଠି କମି ଆସିଲାଣି ବାହାରୁ ଆସୁଥିବା ଜନତାଙ୍କ ସୁଅ । ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଏବେ ଖୋଲାଯାଉଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଚାଲିଛି ଆଗୁଆ ପ୍ରସ୍ତୁତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ